17+Odia shayari|Odia Love shayari,Sad, friendship,Romantic odia shayari photo

New Odia Love Shayari in English 

Odia is the One of the Mostly Spoken Deliect in Odisha.Odisha Is the Only State in the World Where the Most people Spokes Odiya.Odia Shayari is the represents in odia language.In most people know that Odisha & it's Language Culture is the richest Language Among the All other Different Deliect in India. 

The Odia Culture,custom,traditions and it's Odia language is the mostly Followed And Accepted Culture  in The World.

 The Odia language shayari is used in Many Cinematography in Odisha. The Odisha Actor Anubhav Mohanty  Blockbuster movie I love u ,Movie in Odia Language is a record breaking in the entire Odisha State.The ଓଡ଼ିଆ ଶାୟରି Odia Shyari in Odia Language dialouge & the Odia song Shyari Lyrics of this movie is always present in the Audience heart. 

In Odisha There is Many Odia Shayari love story,found in the every person those who Fall in love ,the Feelings of the Love can't Express or utter in two to three lines . Here the new  Odia Shayari in English ,present you from the real life Log  stories.  

Beautiful Odia two liner  shayari in English 

Jebe Tu Mo Bhala paiba  re hei jibu raji 
Sedina mu Jibana re jiti jibi sabu Baji   


Odia Attitude shayari 

Mo Prema nuhe ete sasta 
Ja pala dekh nija rasta  

Best Odia Love  shayari 

In this Odia Love  shayari the Girlfriend remember all his memory of his boyfriend.the Lover and beloved separate due to Some Personal reason,after the Realisation the Girlfriend Feel all the Happiest moment and Wrote the beautiful Odia  Love story shayari.She Compare her Divine love with the Nature and present a romantic odia Love shayri for boyfriend.

                                        New Odia sad Love shayari photo 

Prajapati base jebe golapa upare
Ichha hue tuma Prema paibaku thare
Bhabi base kete Katha basi nirala re
Niti Kai asa tume moo ri Swapna re...

ପ୍ରଜାପତି ବସେ ଯେବେ ଗୋଲାପ ଉପରେ 
ଇଚ୍ଛା ହୁଏ ତୁମ ପ୍ରେମ ପାଇବାକୁ ଥରେ 
ଭାବି ବସେ କେତେ କଥା ବିରଳ ରେ 
ନିତି ଯାଇ ଆସେ ତୁମେ ମୋ ରି ସପନ ରେ 

Pakhare Thai b Kai mana Tate khoje 
 To chithi ku padhi mu Hasu thae laje
Tate thare dekhi Baku nidare mu haje
  Nida Ru uthila pare Pageli mu saje...

ପାଖରେ ଥାଇ ବି କାଇ ମନା ତୋତେ ଖୋଜେ 
ତୋ ଚିଠି କୁ ପଢ଼ି ମୁ ହସୁ ଥାଏ ଲାଜେ 
ତୋତେ ଥରେ ଦେଖି ବାକୁ ନିଦରେ ମୁ ହଜେ
ନିଦ ରୁ ଉଠିଲା ପରେ ପହିଲି ମୁଁ ସଜେ 

Nijara laga Kai ete nija tharu besi
Chahe tme mo thu kebe jiba nahi rushi
Kete ranga bhari dela mo jibane asi 
Au kichi loda Nahi tume hi mo khusi..

ନିଜର ଲାଗ ଯାଇ ଏତେ ନିଜ ଠାରୁ ବେଶୀ 
ଚାହେଁ ତମେ ମୋ ଠୁଁ କେବେ ଯିବା ନାହିଁ ଋଷି 
କେତେ ରଙ୍ଗ ଭାରି ଦେଲ ମୋ ଜୀବନରେ ଆସି 
ଆଉ କିଛି ଲୋଡା ନାହିଁ ତୁମେ ହି ମୋ ଖୁସି 

Prema thila mora ,na thila ପ୍ରତାରଣା 
Tu bhul bujhi ,kalu mote ମନା

   ପ୍ରେମ ଥିଲା ମୋର ,ନ ଥିଲା ପ୍ରତାରଣା 
      ତୁ ଭୁଲ ବୁଝି ,ମୋତେ କଲୁ ମନା 

ଓଡ଼ିଆ Love shayari story :

This is the Odia Love story shayari Odia Language 

ଗୋଟେ ଝିଅ ଟେ ଥିଲା ,ଯାହାକୁ ମୁ ପାଉଥିଲି ଭଲ ।ଏ କାହାଣୀ ଆରମ୍ଭ ହେଲା College ପଢିଲା ବେଳେ। ପ୍ଲସ ଟୁ ପାସ କଳା ପରେ,Admision ହେଲା ଭୁନେଶ୍ବରସ୍ଥିତ କଲେଜ ରେ।ନୂଆ ଥିଲା ସହର, କିଏ ବି ନଥିଲେ ନିଜର । ସେହି ଓୟୁଏଟି କ୍ୟାମ୍ପସ ରେ କଲେଜ admission ବେଳେ ଦେଖା ହେଲା ,ମୋ ପ୍ରେମ ର ନୀୟକା। ସତେ ସେ ଠିକ୍। ଯେମିତି ଥିଲା ଆଇ ମା ଗପ ଭଳି ପରି ଟେ। ତାର ଗୋଟେ ଝଲକ ରେ ମୁ ହେଲା ଦିୱାନା,ମନ୍ ରେ ଭାବିଲି ତାକୁ କରିବି ମୁ ରୂପସୀ ସୁନା ,ହେଲେ ହେ ଆଡ଼ମିଶନ ନେଲା Chemistry Department ରେ।

ସେଥି ଦେଖା ହେଲା ଗୋଟେ ସାଙ୍ଗ ବିଭୁ ଥିଲା ଯାହାର ନାମ ,ସେ ଥିଲା ପଶ୍ଚିମ ଓଡ଼ିଶା ରୁ ,ସେ ଆଉ ମୁଁ ରହିଲୁ ହଷ୍ଟେଲ ରେ ଏକା ସଙ୍ଗେ ।ଓଡ଼ିଆ ପିଲା ଆମେ ଦୁଇ ଜଣ ରହିଲୁ ଅନ୍ୟ ରାଜ୍ୟ ପିଲା ସଙ୍ଗେ ।କେତେ ଦିନ ଗଲା ପରେ ଆରମ୍ଭ ହେଲା କଲେଜ ,ସାଙ୍ଗ ମାନେ ଆମେ ସବୁ ଗଲୁ ବଢ଼େଇବାକୁ ଆମ knowledge, ପୁଣି ଦେଖା ହେଲା ସେ ଝିଅ କୁ Combine କ୍ଲାସ୍ ସେ ,ତାକୁ ଦେଖିଲା ପରେ ,ଆରମ୍ଭ ହେଇ ଗଲା ପ୍ରେମ ମୋ ମନରେ ।ଜନେଇଲି ଏ କଥା ବିଭୁ କୁ ଯାଇ ,ସେ କହିଲା ଏଇଟା ପ୍ରେମ ନାହିଁ  Infatuation ହେଇ ଥିବ ରେ ଭାଈ ।

ବିଭୁ ମୋତେ କହିଲା ଭାଇ ,ସେ ଝିଅ ଗୁଡାକ ସବୁ ହାଇ ଫାଇ , ତୁ ତା କଥା ମନ୍ ସେ ଆଉ ବେଶୀ ଭାବ ନାହିଁ।ସେ ସବୁ ସହରୀ ଝିଅଙ୍କ ଥାଏ ସବୁ lover , ତୁ ଆଉ ବେଶୀ ହ ନା ତା ପାଇଁ ଆଉ ତ୍ ର ତର।ଚାଲ time ହେଲା ନି ଆମେ ଯିବା ଚାଲ ଘର ।

ଆର ଦିନ କଲେଜ ରେ ଥିଲା Fresherday, ମୁ ଖୋଜୁ ଥାଏ ତାକୁ ଚାରିଆଡ଼େ , ସେ ଦିନ ମୁଁ ଆଉ କିଛି ଭୁଝି ପାରିଲି ନାହିଁ ,ଯାଇ କହି ଦେଲି ମୋ ମନ୍ କଥା କହି ଦେଲି ଖୋଲି, ହେଲେ ସେ କିଛି ନ କହି ମୋତେ କହିଲା ଯେ , ଏ ସବୁ କଣ କହୁଚ ,ମୁଁ ତୁମକୁ ଜାଣି ମଧ୍ୟ ନାହିଁ ।ତୁମେ ମୋତେ ଏମିତି କଥା କହୁଚ କାହିଁ । ହେଲେ ମୁ କହିଲି ତୁମକୁ ପ୍ରଥମ ଦେଖା ରୁ ସାଜିଲି ତୁମ ଦିୱାନା ,ମୁ ଜାଣିଚି ତୁମେ ମୋତେ କରିବ ମନା ,ହେଲେ ବି ମୋ ମନ ବୁଝୁଣି,ସେଥି ପାଇ ତୁମକୁ ଜଣେ ଇ
ଦେଲି ସିନା ।

Odia Sad Shayari quotes in Odia Language

                କାହିଁକି ପାଇବି ଭଲ ମୁଁ ତୁମକୁ
                   ତୁମର ହୃଦୟ ନାହିଁ
             ପତଙ୍ଗ ଟେ ସାଜି ଛଳନା ନିଆଁ ରେ
                    ଜୀବନ ହାରିବି କାହିଁ

              କାହିଁକି ସାଜିବି ପାଗଳ ଭ୍ରମର
                    ତମେ ନୁହଁ ମଧୁ ବନ     
            ତମେ ପରା ସେଇ ରୂପସୀ ହାଟରେ
                   ଗୋଲାପ ହୃଦୟ ହୀନ

                   କାହିଁକି ଦେବି ମୁଁ ମନ 
                   ନାହିଁ ବାସ ଭରା ସ୍ବପ୍ନ
            ମନ ବଗିଚା ର ଫୁଲ ରେ ତୁମେ 
                ଗନ୍ଧହୀନ ଓ ମଲିନ ।

                କାହିଁ ହେବି ଚିତ୍ରକର
               ତୁମେ ବହୁ ରୂପେ ମଗ୍ନ
            ଗୋଟେ ରୂପ ତୁମ ସିନା ମୁଁ ଦେଖିଛି
              ବାକି ତୁମ ଅନ୍ତେ ଲୀନ ।

For More Odia romantic Love story shayri will be updated soon.for more information and Other Love romantic sad Odia Shayari keep Join with us.

Post a Comment

0 Comments